ଆଜି ପୁଣି ନୂଆ ୭୪ ଜଣ କରୋନା ଆକ୍ରାନ୍ତ:ତଥ୍ୟ ଦେଲେ ରାଜ୍ୟ ସରକାର, ୪୪ଜଣ ଗୁଜୁରାଟ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଯେଉଁ ନୂଆ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଏହି ୭୪ଜଣଙ୍କ ମଧ୍ୟରୁ ୪୪ଜଣ ହେଉଛନ୍ତି ଗୁଜୁରାଟ ଫେରନ୍ତା। ଏଥିମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକ ଗୁଜୁରାଟ ଫେରନ୍ତା। ଠିକ୍ ସେହିପରି … Continue reading ଆଜି ପୁଣି ନୂଆ ୭୪ ଜଣ କରୋନା ଆକ୍ରାନ୍ତ:ତଥ୍ୟ ଦେଲେ ରାଜ୍ୟ ସରକାର, ୪୪ଜଣ ଗୁଜୁରାଟ ଫେରନ୍ତା